Quantcast
Channel: AIPEU,Gr.-C Bhubaneswar, Odisha
Viewing all articles
Browse latest Browse all 3523

Weather forecast

$
0
0
From : dirmet bbsrdirmet.bbsr@gmail.com

ଖୋର୍ଧାଜିଲ୍ଲା

ସାମୂଦ୍ରିକବାତ୍ୟା'କ୍ୟାଣ୍ଟ୍'ଏବେଗୋପାଳପୁରଠାରୁ 480 କି.ମି ଦକ୍ଷିଣ-ପୂର୍ବ  ଦିଗରେ କେନ୍ଦ୍ରିଭୂତ ଏବଂ ଏହା ପଶ୍ଚିମରୁ ଦକ୍ଷିଣ-ପଶ୍ଚିମ ଦିଗରେ  ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଆଡ଼କୁ ଗତି କରୁଛି |
ଏହାପ୍ରଭାବରେଖୋର୍ଧାଜିଲ୍ଲାରେ ଆସନ୍ତାସତେଇଶିଅଠେଇଶିତାରିଖରେ 45 - 50 କି.ମିବେଗରେପବନବହିପାରେ |
ଆଜିବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଏହା ଅଠେଇଶ୍ ତାରିଖ ଯାଏଁ ଲାଗି ରହିବ |

Viewing all articles
Browse latest Browse all 3523

Trending Articles